Wednesday , June 23 2021
Breaking News
Home / ବିଶେଷ / କ୍ୟାନମାସ ପକ୍ଷରୁ “ଗାନ୍ଧୀଙ୍କ ଓଡିଶା” ନାଟକ ପରିବେଶିତ

କ୍ୟାନମାସ ପକ୍ଷରୁ “ଗାନ୍ଧୀଙ୍କ ଓଡିଶା” ନାଟକ ପରିବେଶିତ

ପାରାଦୀପ ୨୩/୦୩/୨୦୨୧(ଓଡ଼ିଶା ସମାଚାର)- ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ବର୍ଷ ପୂର୍ତି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ନାଟକ “ଗାନ୍ଧୀଙ୍କ ଓଡିଶା” ମାର୍ଚ୍ଚ ୨୩ତାରିଖ ମଙ୍ଗଳବାର ଓଡିଶାର ସମସ୍ତ ଜିଲ୍ଲାରେ ମଂଚସ୍ଥ ହୋଇଯାଇଛି । ଏହି ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କ୍ୟାନମାସ ପକ୍ଷରୁ ପାରାଦୀପ ଜୟଦେବ ସଦନ ଠାରେ ସଂପାଦକ ଶ୍ରୀମନ୍ ନାରାୟଣ ମିଶ୍ରଙ୍କ ନିର୍ଦ୍ଧେଶନାରେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଏହି ନାଟକ ମଂଚସ୍ଥ ହୋଇଯାଇଛି ।  ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ପ୍ରେମାନନ୍ଦ ପରିଡାଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା  ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ …

Leave a Reply

Your email address will not be published. Required fields are marked *