Sunday , June 13 2021
Breaking News
Home / ତାଜା ଖବର / କୋରୋ ଗଇଦୁଆ ବିଶିବିଲ ପାଟରେ ଅଜଣାବ୍ୟକ୍ତିଙ୍କ ଶବ ଗଛରେ ଝୁଲୁଛି

କୋରୋ ଗଇଦୁଆ ବିଶିବିଲ ପାଟରେ ଅଜଣାବ୍ୟକ୍ତିଙ୍କ ଶବ ଗଛରେ ଝୁଲୁଛି

କେନ୍ଦ୍ରାପଡା,୨୮/୦୧/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର  ଗଇଦୁଆସ୍ଥିତ ବିଶିବିଲ ପାଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଏକ ଗଛ ଡାଳରେ ଝୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ  ନିକିରାଇ ଥାନା ପୋଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *