Friday , June 18 2021
Breaking News
Home / ସ୍ୱାସ୍ଥ୍ୟ / କୋଭିଡ ଟୀକା ନେଲେ ସାଂସଦ ମହେଶ ସାହୁ

କୋଭିଡ ଟୀକା ନେଲେ ସାଂସଦ ମହେଶ ସାହୁ

ଭୁବନ,୦୨/୦୩/୨୦୨୧(ଓଡ଼ିଶା ସମାଚାର)-ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଟୀକା ନେଇଥିବା ବେଳେ ଆଜି ଢେଙ୍କାନାଳ ସାଂସଦ ମହେଶ ସାହୁ ଟୀକା ନେଇଥିଲେ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଙ୍କ ଉପସ୍ଥିତିରେ ସାଂସଦ ମହେଶ ଟୀକା ନେବା ପରେ ସମସ୍ତ ଲୋକପ୍ରତିନିଧି ମାନେ ବିନା ଭୟ ଓ ବିନା ଦ୍ୱନ୍ଦରେ ଟୀକା ନେବାକୁ ପରାମର୍ଶ ଦେଇଥିଲେ । ଓଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୩ କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୭୩ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ …

Leave a Reply

Your email address will not be published. Required fields are marked *