Thursday , June 17 2021
Home / ତାଜା ଖବର / କେନ୍ଦ୍ରାପଡ଼ା କେନାଲରେ ଗାଧୋଉଥିବା ବେଳେ ଦୁଇ ଜଣ ଛାତ୍ର ଭାସିଗଲେ

କେନ୍ଦ୍ରାପଡ଼ା କେନାଲରେ ଗାଧୋଉଥିବା ବେଳେ ଦୁଇ ଜଣ ଛାତ୍ର ଭାସିଗଲେ

                                                ଜଣେ ନିଖୋଜ ଜଣେ ଉଦ୍ଧାର

 ସାଲେପୁର ,୨୧/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): କେନ୍ଦ୍ରାପଡ଼ା କେନାଲରେ ସାତବାଟିଆ ଠାରେ ଦୁଇଜଣ ଛାତ୍ର ଗାଧୋଉଥିବା ବେଳେ କେନାଳ ଜଳର ପ୍ରଖର ସ୍ରୋତରେ ସେମାନେ ଭାସିଯାଇଥିଲେ । ତେବେ ଖବର ପାଇ  ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ଛାତ୍ର ସଂଜୟ ଜେନାକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଛାତ୍ର ରାହୁଲ ନିଖୋଜ ରହିଛି । ସଂଜୟ ଓ ରାହୁଲ ତାଙ୍କର ମାମୁଁ ଘର ପୂର୍ବକଚ୍ଛକୁ ଆସିଥିଲେ । ତେବେ ନିଖୋଜ ଥିବା ଛାତ୍ରକୁ ଦମକଳ ବାହିନୀ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ଖୋଜାଖୋଜି ଜାରୀ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *