Saturday , July 31 2021
Breaking News
Home / ବିଶେଷ /   କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୧୦ କରୋନା ପଜିଟିଭ

  କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୧୦ କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୦୨/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ବୁଧବାର ୨୧୦ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୧୮ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୧୫,  ଗରଦପୁର ବ୍ଲକରେ ୫, କେନ୍ଦ୍ରାପଡା ବ୍ଲକରେ ୬୫, ମହାକାଳପଡା ବ୍ଲକରେ ୮, ମାର୍ଶାଘାଇ ବ୍ଲକର ୧୮, ପଟ୍ଟାମୁଣ୍ଡାଇ ବ୍ଲକରେ ୨୩, ରାଜକନିକା ବ୍ଲକରେ୩୬, ରାଜନଗର ବ୍ଲକର ୭ ଏବଂ  କେନ୍ଦ୍ରାପଡା ପୌରାଂଚଳରେ ୧୧ ଓ ଅନ୍ୟ ଜିଲ୍ଲାର ୪ ଜଣ  କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି । ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବାରୁ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଓଡ଼ିଶା ସମାଚାର

About admin

Check Also

ପଂଚାୟତ ପ୍ରତିନିଧି ପ୍ରଶିକ୍ଷଣ ଶିବିର

ଗରଦପୁର, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ମଦନାସ୍ଥିତ ସ୍ୱେଛାସେବୀ ଅନୁଷ୍ଠାନ ଓଏମଡ଼ିସି କାର୍ଯ୍ୟାଳୟରେ ଗତ ଦୁଇ ଦିନିଆ ପଂଚାୟତ …

Leave a Reply

Your email address will not be published. Required fields are marked *