Wednesday , August 4 2021
Breaking News
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୦୪କରୋନା ପଜିଟିଭ

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୨୦୪କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୨୦/୦୫/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ଗୁରୁବାର ୨୦୪ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ   ଆଳି ବ୍ଲକରେ ୫ଟି କରୋନା ପଜିଟିଭ କେଶ ବାହାରିଥିବା ବେଳେ ଡେରାବିଶି ବ୍ଲକରେ ୨୮,  ଗରଦପୁର ବ୍ଲକରେ ୫, କେନ୍ଦ୍ରାପଡା ବ୍ଲକରେ ୫୦, ମହାକାଳପଡା ବ୍ଲକରେ ୨୧, ମାର୍ଶାଘାଇ ବ୍ଲକରେ ୨୯ , ପଟ୍ଟାମୁଣ୍ଡାଇ ବ୍ଲକରେ ୨୩, ରାଜକନିକା ବ୍ଲକରେ ୬, ରାଜନଗର ବ୍ଲକରେ ୨୫ ଏବଂ  କେନ୍ଦ୍ରାପଡା ପୈାରାଳରେ ୪ ଜଣ କରୋନା ପଜିଟିଭ ବାହାରିଥିବା ସୂଚନା ଦିଆଯାଇଛି ।  ଜିଲ୍ଲାରେ ଧିରେ ଧିରେ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ  କୋଭିଡ କଟକଣାକୁ ଆହୁରି କଡାକଡି କରାଯିବାର ଆବଶ୍ୟକତା ରହିଛି । ଗୁରୁବାର ସୁଦ୍ଧା ଜିଲ୍ଲାରେ ୧୦୯୮ଟି କରୋନା ଆକ୍ଟିଭ କେଶ ରହିଥିବା ବେଳେ ସେଥିମଧ୍ୟରୁ ୯୫୧ଜଣ ଗୃହ ସଂଗରୋଧରେ ଓ ୧୪୭ଜଣ କୋଭିଡ ହସପିଟାଲରେ ଅଛନ୍ତି ଓ ୩୫ଜଣଙ୍କର ମୃତୁ୍ୟ ହୋଇଛି । ଆଜି ୧୮୫ଜଣ କରୋନା ପଜିଟିଭ ଡିସଚାର୍ଜ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଳି ବ୍ଲକର ୭୩ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୬୨ଜଣ ଗୃହ ସଂଗରୋଧରେ ଓ ୧୦ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୫ଜଣଙ୍କୁ ଡିସଚାର୍ଜ କରାଯାଇଛି । ଡେରାବିଶି ବ୍ଲକର ୧୪୬ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୨୬ଜଣ ଗୃହ ସଂଗରୋଧରେ ଓ ୧୯ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୨୪ଜଣଙ୍କୁ ଡିସଚାର୍ଜ କରାଯାଇଛି । ଗରଦପୁର ବ୍ଲକର ୬୧ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୫୧ଜଣ ଗୃହ ସଂଗରୋଧରେ ଓ ୯ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୧୮ଜଣଙ୍କୁ ଡିସଚାର୍ଜ କରାଯାଇଛି । କେନ୍ଦ୍ରାପଡା ବ୍ଲକର ୨୨୩ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୭୮ଜଣ ଗୃହ ସଂଗରୋଧରେ ଓ ୪୫ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିସôିତ ହେଉଥିବା ବେଳେ ୩୫ଜଣଙ୍କୁ ଡିସଚାର୍ଜ କରାଯାଇଛି । ମହାକାଳପଡା ବ୍ଲକର ୯୨ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୭୯ଜଣ ଗୃହ ସଂଗରୋଧରେ ଓ ୧୩ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୩୬ଜଣଙ୍କୁ ଡିସଚାର୍ଜ କରାଯାଇଛି । ମାର୍ଶାଘାଇ ବ୍ଲକର ୧୩୩ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୨୧ଜଣ ଗୃହ ସଂଗରୋଧରେ ଓ ୧୧ଜଣ କୋଭିଡ ଡାକ୍ତରଖାନାରେ ରହି ଚିକିସôିତ ହେଉଥିବା ବେଳେ ୨୧ଜଣଙ୍କୁ ଡିସଚାର୍ଜ କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକର ୧୨୭ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୧୦ଜଣ ଗୃହ ସଂଗରୋଧରେ ଓ ୧୫ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୧୬ଜଣଙ୍କୁ ଡିସଚାର୍ଜ କରାଯାଇଛି । ରାଜକନିକା ବ୍ଲକର ୬୬ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୫୮ଜଣ ଗୃହ ସଂଗରୋଧରେ ଓ ୮ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୮ଜଣଙ୍କୁ ଡିସଚାର୍ଜ କରାଯାଇଛି । ରାଜନଗର ବ୍ଲକର ୧୧୫ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୧୧ଜଣ ଗୃହ ସଂଗରୋଧରେ ଓ ୪ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୧୭ଜଣଙ୍କୁ ଡିସଚାର୍ଜ କରାଯାଇଛି । କେନ୍ଦ୍ରାପଡା ପୌରାଂଚଳର ୪୮ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୪୧ଜଣ ଗୃହ ସଂଗରୋଧରେ ଓ ୭ଜଣ କୋଭିଡ ଡାକ୍ତରଖାନାରେ ରହି ଚକିତ୍ସିତ ହେଉଥିବା ବେଳେ ୩ଜଣଙ୍କୁ ଡିସଚାର୍ଜ କରାଯାଇଥିବା ବେଳେ ଅନ୍ୟ ଜିଲ୍ଲାର ୧୪ଟି ଆକ୍ଟିଭ କେଶ ଥିବା ବେଳେ ସେଥିରୁ ୧୪ଜଣ ଗୃହ ସଂଗରୋଧରେ ଥିବାବେଳେ ୨ଜଣଙ୍କୁ ଡିସଚାର୍ଜ କରାଯାଇଛି । ଆଜି ସକାଳ ୮ଟା ୩୬ ମିନିଟ ସୁଦ୍ଧା ମୋଟ ୧୩ହଜାର ୫୭ଜଣ କରୋନା ସଂକ୍ରମିତ ହୋଇଥିବା ବେଳେ ମୋଟ ୧୧୧୨ଟି ଆକ୍ଟିଭ କେଶ ରହିଛି ଓ ମୋଟ ୧୧ହଜାର ୯୦୯ଜଣ କୋଭିଡରୁ ସୁସ୍ଥ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।   ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ , ୬୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *