Sunday , June 20 2021
Home / ବିଶେଷ / କେନ୍ଦ୍ରାପଡାର ଉପଜିଲ୍ଲାପାଳ ଭାବେ ଯୋଗଦେଲେ ନିରଞ୍ଜନ ବେହେରା

କେନ୍ଦ୍ରାପଡାର ଉପଜିଲ୍ଲାପାଳ ଭାବେ ଯୋଗଦେଲେ ନିରଞ୍ଜନ ବେହେରା

କେନ୍ଦ୍ରାପଡା,୦୧/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ନୂତନ ଉପଜିଲ୍ଲାପାଳ ଭାବେ ନିରଞ୍ଜନ ବେହେରା ଆଜି ଯୋଗଦେଇଛନ୍ତି । ଶ୍ରୀ ବେହେରା ଟାଙ୍ଗି-ଚୈାଦ୍ୱାରର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଏଠାରେ ଥିବା ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କର ଯାଜପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ବେହେରା ପୂର୍ବରୁ ଜିଲ୍ଲାର ମାର୍ଶାଘାଇ ତହସିଲରେ ତହସିଲଦାର ଭାବେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *