Tuesday , June 15 2021
Breaking News
Home / ତାଜା ଖବର / କେନାଲରେ ବୁଡ଼ି ବାଳିକା ମୃତ

କେନାଲରେ ବୁଡ଼ି ବାଳିକା ମୃତ

ଗରଦପୁର, ୧୬/୦୮/୨୦୧୯(ଓଡ଼ିଶା ସମାଚାର)- କେନାଲରେ ବୁଡ଼ି ଜଣେ ବାଳିକାର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ତେଣ୍ଡାକୁଡ଼ା ବଡ଼ ନୟନପୁରର (ସାଇଫନ ପାଖ) ମିର ମୁସ୍ତାକିନ ଅଲ୍ଲୀ ଓ ରାନୀ ବିବି ଙ୍କ ଝିଅ ନିହାତ ପରବିନ୍ (୫) ନିଜ ଘର ସମ୍ମୁଖରେ ଯାଇଥିବା ଏମସିଆଇଆଇ କେନାଲ ରେ ବୁଡ଼ି ଯାଇ ନିଖୋଜ ଥିଲେ । ପରେ ତାର ମୃତ ଦେହ କିଛି ଦୂର କେନାଲ ରୁ ଉଦ୍ଧାର କରାଯାଇଛି । ତାର ବାପା ସାଉଦି ଆରବ ରେ ରହନ୍ତି । ସେ କାଲି ଆସି ପହଂଚିବା ପରେ ମୁସଲମାନ ଙ୍କ ରୀତିନୀତି ଅନୁଯାୟୀ କବର କାର୍ଯ୍ୟ କରାଯିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *