Saturday , July 31 2021
Breaking News
Home / ବିଶେଷ / କୃତୀ ଛାତ୍ର : ମାଟ୍ରିକ୍ ରେ ପ୍ରଥମ ୧୦ ଜଣ ତାଲିକାରେ

କୃତୀ ଛାତ୍ର : ମାଟ୍ରିକ୍ ରେ ପ୍ରଥମ ୧୦ ଜଣ ତାଲିକାରେ

ରାଜଗାଙ୍ଗପୁର ୨୯/୦୬/୨୦୨୧(ଓଡ଼ିଶା ସମାଚାର / ଦେବବ୍ରତ ମିତ୍ର)- ରାଜଗାଙ୍ଗପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଲାଇଗଂ ଗ୍ରାମର ଜିଲ୍ଲା ପରିଷଦ (ରାଜଗାଙ୍ଗପୁର ” ଖ) ସଭ୍ୟ ଶ୍ରୀ ସୁରେନ୍ଦ୍ର ଦେହୁରୀ ଙ୍କ ପୁଅ ତାରକେଶ୍ୱର ଦେହୁରୀ ଗତ ଓଡ଼ିଶା ମାଧ୍ୟମିକ ପରୀକ୍ଷାରେ ଟପ ଟେନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।ସେ ସମୁଦାୟ ୬୦୦ନଂ ରୁ ୫୩୪ ନଂ ରଖି ଟପ ଟେନ ରେ ନିଜର ସ୍ଥାନ ରଖିବାରେ ସୈାଭାଗ୍ୟ ଅର୍ଜନ କରିଛନ୍ତି । ସେ ଚେତନପାଲି ଗ୍ରାମ ପଞ୍ଚାୟତ ସୁରଗୁଡା ଠାରେ ଅଧ୍ୟୟନ କରୁଥିଲେ । ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଲାଇଗଂ ଗ୍ରାମ ଓ ଏହାର ଆଖପାଖ ଅଞ୍ଚଳର ତଥା ରାଜଗାଙ୍ଗପୁର ରେ ଆନନ୍ଦର ଲହରୀ ଖେଳିଯାଇଛି। ଓଡ଼ିଶା ସମାଚାର

About admin

Check Also

ରାଜ୍ୟପାଳଙ୍କ ଦ୍ୱାରା ‘ବିଜୁବାବୁ’  ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର,୩୧/୦୭/୨୦୨୧(ଓଡ଼ିଶା ସମାଚାର)- ପ୍ରସିଦ୍ଧଲେଖକ  ଦେବଦାସ  ଛୋଟରାୟଙ୍କ  ଲିଖିତ “ବିଜୁବାବୁ”  ପୁସ୍ତକକୁ  ରାଜ୍ୟପାଳ  ପ୍ରଫେସର  ଗଣେଶୀଲାଲ ଉନ୍ମୋଚନ କରିଛନ୍ତି   । ରାଜଭବନ …

Leave a Reply

Your email address will not be published. Required fields are marked *