Monday , June 14 2021
Breaking News
Home / ବିଶେଷ / କୁରୁତୁଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରା ରୋପଣ

କୁରୁତୁଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚାରା ରୋପଣ

ମାର୍ଶାଘାଇ, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ମାର୍ଶଘାଇ ବ୍ଲକ କୁରୁତୁଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶ୍ରୀଗୁଣ୍ଡିଚାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକୃତି ସେବାର ଅଭିମୁଖ୍ୟ ନେଇ ପଣ୍ଡିତ ଶ୍ରୀ ସୁବାଷ ଚନ୍ଦ୍ର ପାଣିଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କେନ୍ଦ୍ରରେ କଦମ୍ବ,ନିମ୍ବ, ଦେବଦାରୁ,ବଉଳ ଆଦି ଚାରା ରୋପଣ କରାଯାଇ ଏକ ଜନସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜିତେନ୍ଦ୍ର ମହାନ୍ତି ,ସମିତି ସଭ୍ୟ ଅଜୟ ରାଉତ, ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ମନୋରମା ଦାସ,ସମାଜ ସମ୍ବାଦଦାତା ପ୍ରମୋଦ ଦାସ,ସମ୍ବାଦ ପ୍ରତିନିଧି ମାଧବା ନନ୍ଦ ନାୟକ, ପ୍ରମେୟ ଜିଲା ପ୍ରତିନିଧି ଜୀବନ ସିଂ, ଗୋଲଖ ବିହାରୀ ନାୟକ, ରମେଶ ସେଠୀ,ହିଂମାଶୁ ସେଠୀ,ଅବିନାସ ଦାସ, କପିଳାସ ମଲିକ,ଜ୍ଞାନ ରଂଜନ ମଲିକ,ହେମନ୍ତ ବାରିକ,ପ୍ରଣୟ ମନ୍ତ୍ରୀ,ଜୟଦେବ ମନ୍ତ୍ରୀ,ବିଶ୍ୱଜିତ୍ ମନ୍ତ୍ରୀ,ଶ୍ରୀକାନ୍ତ ବାରିକ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବାବା ବଳିଆଙ୍କ ସରକାରଙ୍କୁ ନିବେଦନ 

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ବିଶିଷ୍ଟ ସମାଜ ସଂସ୍କାରକ ସନ୍ଥ ପୂଜ୍ୟ ପୂଜକ ବାବା ବଳିଆ କେନ୍ଦ୍ରାପଡ଼ା ବଳଦେବ ଜୀଉଙ୍କ ରଥଯାତ୍ରା ଉତ୍ସବ ସମ୍ବନ୍ଧରେ …

Leave a Reply

Your email address will not be published. Required fields are marked *