Monday , June 21 2021
Breaking News
Home / ତାଜା ଖବର / କୁଖ୍ୟାତ ଅପରାଧି ରଇବୁ ମହାନ୍ତ ଗିରଫ

କୁଖ୍ୟାତ ଅପରାଧି ରଇବୁ ମହାନ୍ତ ଗିରଫ

ଘଟଗାଁ, ୦୩/୦୯/୨୦୧୯(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ଘଟଗାଁ ପୋଲିସ କୁଖ୍ୟାତ ଅପରାଧି ରଇବୁ ମହାନ୍ତକୁ ଗିରଫ କରିବାରେ ସଫଳ ହୋଇଛି । ରଇବୁକୁ ପୋଲିସ ତାର ନିଜଗ୍ରାମ ଚିନାମାଳିପଷିରୁ ଗିରଫ କରିଛି । ରଇବୁ ଘଟଗାଁ ଓ ପାଟଣା ଥାନାର ବିଭିନ୍ନ ଅପରାଧିକ ମାମଲାରେ ସମୃକ୍ତ ଥିବା ରଇବୁକୁ ପୂର୍ବରୁ ପୋଲିସ ଗିରଫ କରିବା ପ୍ରୟାସ ସମୟରେ ପୋଲିସକୁ ଅକ୍ରମଣ କରି ଖସି ଯାଇଥିବା ବେଳେ ଗତ ରାତିରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଗିରଫ କରିବାରେ ସଫଳ ହୋଇଛି । ଆଜି ତାର ଡାକ୍ତରୀ ପରିକ୍ଷାପରେ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ବନ୍ଦନା ପାତ୍ର ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *