Saturday , June 19 2021
Breaking News
Home / ବିଶେଷ / କିଶନନଗର ସାପ୍ତାହିକ ହାଟ ବନ୍ଦ କଲା ପୋଲିସ ପ୍ରଶାସନ

କିଶନନଗର ସାପ୍ତାହିକ ହାଟ ବନ୍ଦ କଲା ପୋଲିସ ପ୍ରଶାସନ

କିଶନନଗର, ୧୪/୦୫/୨୦୨୧(ଓଡିଶା ସମାଚାର /ଅଭୟ ଜେନା) କୋଭିଡ୍ କଟକଣା ଉଲଘଂନ କରି କଟକ ଜିଲ୍ଲା କିଶନନଗର ସାପ୍ତାହିକ ହାଟରେ ଅନ୍ୟୁନ ଶହସ୍ରାଧିକ ଲୋକ ସମାଗମ ହୋଇ ପନି ପାରିଵା କିଣୁଥିବା ବେଳେ କିଶନନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାଟ ଟିକୁ ସମ୍ପୂର୍ଣ ରୂପେ ବନ୍ଦ କରିଥିଲେ ।ଆଗାମୀ ୧୯ ତାରିଖ ପର୍ୟ୍ୟନ୍ତ ଏଠାରେ କୌଣସି ହାଟ ବସିପାରିବ ନାହିଁ ଓ ସରକାରୀ ନିର୍ଦେଶ ଦୃଷ୍ଟିରୁ ତଥା ଜନସାଧାରଣ ଙ୍କ ହିତ ପାଇଁ ବନ୍ଦ କରାଗଲା ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି ।ସେପଟେ ପୋଲିସ ର ଏଭଳି କାର୍ୟ୍ୟକୁ କୁ ନେଇ ଚାଷୀ ଓ ବେପାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଓଡିଶା ସମାଚାର

About admin

Check Also

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି …

Leave a Reply

Your email address will not be published. Required fields are marked *