Saturday , July 31 2021
Breaking News
Home / ବିଶେଷ /  କାଳବୈଶାଖୀ ବର୍ଷା ,ଗରମରୁ ଆଶ୍ୱସ୍ତି 

 କାଳବୈଶାଖୀ ବର୍ଷା ,ଗରମରୁ ଆଶ୍ୱସ୍ତି 

ଗରଦପୁର , ୨୧/୦୫/୨୦୨୧(ଓଡ଼ିଶା ସମାଚାର)-ଆଜି ମଧ୍ୟାହ୍ନରେ ପାଟକୁରା ଅଂଚଳରେ କାଳ ବୈଶାଖୀ  ପ୍ରଭାବରେ ବଜ୍ରପାତ ଓ ଘଡଘଡି ସହିତ ବର୍ଷା ହୋଇଛି । ଘଡଘଡି ସହିତ ମଧ୍ୟମ ଧରଣର ବର୍ଷା ହେବା ଫଳରେ ଅସହ୍ୟ ଗରମରୁ ସମାନ୍ୟ ଆଶ୍ୱସ୍ଥି ମିଳିଛି । ଗତ ସପ୍ତାହ ହେଲା ଅଂଚଳରେ ଅସହ୍ୟ ଗ୍ରାଷ୍ମ ପ୍ରବାହ ଓ ଗୁଳୁଗୁଳି ହେବାରୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡିଥିଲେ ।  ଆଜିର ବର୍ଷା ଫଳରେ ଅସହ୍ୟ ଗରମରୁ ସମାନ୍ୟ ଆଶ୍ୱସ୍ତି ମିଳିଛି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *