Sunday , June 13 2021
Breaking News
Home / ବିଶେଷ / କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡ଼ା ଏସ୍.ପି.ଙ୍କ ଆକ୍ରମଣ ଘଟଣାକୁ ସାଲେପୁର ସାମ୍ବାଦିକମାନଙ୍କ ପକ୍ଷରୁ ନିନ୍ଦା

କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ କେନ୍ଦ୍ରାପଡ଼ା ଏସ୍.ପି.ଙ୍କ ଆକ୍ରମଣ ଘଟଣାକୁ ସାଲେପୁର ସାମ୍ବାଦିକମାନଙ୍କ ପକ୍ଷରୁ ନିନ୍ଦା

ସାଲେପୁର, ୧୯/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) – କେନ୍ଦ୍ରାପଡ଼ାରେ ନ୍ୟୁଜ୍ ସଂଗ୍ରହ କରିବାକୁ ଯାଇଥିବା ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍.ପି. ଆକ୍ରମଣ କରିବା ଘଟଣା ସାଲେପୁର ସାମ୍ବାଦିକମାନଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ କାର୍ଯ୍ୟରତ ଜଣେ ସାମ୍ବାଦିକଙ୍କୁ ଜିଲ୍ଲାର ଆଇନ୍ଶୃଙ୍ଖଳା ଦାୟିତ୍ୱରେ ଥିବା ଏଭଳି କାର୍ଯ୍ୟ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ପ୍ରତି ଅବମାନନା ବୋଲି ବହୁ ସାମ୍ବାଦିକ ପ୍ରକାଶ କରିବା ସହ ଏସ୍.ପି.ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ସାମ୍ବାଦିକ ପ୍ରଫୁଲ୍ଲ କୁମାର ମିଶ୍ର, ହୃଷିକେଶ ମଲ୍ଲିକ, ପ୍ରଦୀପ ପରିଜା, ଅମ୍ବୁଜ ତରାଇ, ସୁଧିର ଶତପଥୀ, ଦୀପକ ଦାସ, ମନୋଜ ଆଚାର୍ଯ୍ୟ, ହେମନ୍ତ କୁମାର ଭୂୟାଁ, ନାରାୟଣ ଓଝା, ବିନୟ କୁମାର ଦାଶ, ସୁଜିତ ଭୂୟାଁ, ଉମାକାନ୍ତ ଜେନା, ପ୍ରଫୁଲ୍ଲ ସାହୁ, ଅର୍ଜୁନି ସାହୁ, ମହେଶ୍ୱର ମଲ୍ଲିକ, ପ୍ରଶାନ୍ତ କୁମାର ମଲ୍ଲିକ, ଅଜୟ କୁମାର ସାହୁ, ପ୍ରତାପ ଚନ୍ଦ୍ର ଭୂୟାଁ, ବିଭୁତିଭୂଷଣ କର, ଶିଶିର ଦାଶ ପ୍ରମୁଖ ଦାବି କରିବା ସହ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *