Wednesday , June 16 2021
Breaking News
Home / ତାଜା ଖବର / କଳାହାଣ୍ଡି ସିଉନୀ ଠାରେ ଯାତ୍ରୀବାହୀ ବସ ରାସ୍ତାରୁ ଖସିଲା, ୨ ଆହତ

କଳାହାଣ୍ଡି ସିଉନୀ ଠାରେ ଯାତ୍ରୀବାହୀ ବସ ରାସ୍ତାରୁ ଖସିଲା, ୨ ଆହତ

କଳାହାଣ୍ଡି,୦୨/୦୮/୨୦୧୯ ( ଓଡ଼ିଶା ସମାଚାର / ସଂଜୟ ସିଂହ)- କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସିଉନୀ ଗ୍ରାମ ଜାତୀୟ ରାଜପଥ ୨୬ ରେ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତା ତଲକୁ ଖସି ପଡିଛି । ଦ୍ରୁତଗାମୀ ରଘୁନାଥ ବସ ଭୂବନେଶ୍ୱରରୁ ଉମରକୋଟ ଯାଉଥିଲା । ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି ଓ ଅନ୍ୟମାନେ ସୁରକ୍ଷିତ ଅଛନ୍ତି । ଆହତଙ୍କୁ କୋକସରା ଡାକ୍ତରଖାନାରେ ଭର୍ତି କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *