Monday , June 14 2021
Breaking News
Home / ତାଜା ଖବର / କଳାହାଣ୍ଡି ଧର୍ମଗଡ ବ୍ଳକ ତରାପୁର ରେ ଟ୍ରାକ୍ଟର ଚାପି ହୋଇ ଡ୍ରାଇଭର ମୃତ

କଳାହାଣ୍ଡି ଧର୍ମଗଡ ବ୍ଳକ ତରାପୁର ରେ ଟ୍ରାକ୍ଟର ଚାପି ହୋଇ ଡ୍ରାଇଭର ମୃତ

ଜୟପାଟଣା୦୩/୦୮/୨୦୧୯ ( ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ତରାପୁର ଗ୍ରାମରେ ବିଲରେ କାଦୁଅ କରୁଥିବା ସମୟରେ ଅଘଟଣ ଘଟିଛି । ବିଲରେ କାଦୁଅ କରୁଥିବା ସମୟରେ ଟ୍ରାକ୍ଟର ଆଗଚକ ଉଠି ପଛକୁ ଓଲଟି ପଡିଥିଲା । କାଦୁଅ ଚକତଲେ ଚାପିହୋଇ ଘଟଣା ସ୍ଥଳରେ ଡ୍ରାଇଭର ର ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଝାରକୁଣ୍ଡାମାଲ ଗ୍ରାମର ଦୁଶାସନ ବାଗ ବୋଲି ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *