Thursday , June 17 2021
Home / ତାଜା ଖବର / କଳାହାଣ୍ଡି ଜିଲ୍ଲା ବାଦଲି ନିକଟରେ ଗଛ ପଡି ବାଇକ ଆରୋହୀ ଗୁରୁତର

କଳାହାଣ୍ଡି ଜିଲ୍ଲା ବାଦଲି ନିକଟରେ ଗଛ ପଡି ବାଇକ ଆରୋହୀ ଗୁରୁତର

ଜୟପାଟଣା,୨୦/୦୭/୨୦୧୯(ଓଡ଼ିଶା ସମାଚାର /ସଂଜୟ ସିଂ)- କଳାହାଣ୍ଡି ଜିଲ୍ଲା ବାଦଲି ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଲିଛି । ମରାଜୋର ଗ୍ରାମର ଦିଲୁକନ୍ଦପାନ (୪୦) ଜୁନାଗଡରୁ ଭବାନୀପାଟଣା ମଟରସାଇକେଲରେ ଯାଉଥିବାବେଲେ ବାଦଲି ନିକଟରେ ହଠାତ ଏକ ଶୁଖିଲା ଗଛ ତାଙ୍କ ଉପରେ ପଡିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଜଙ୍ଗଲ ବିଭାଗର ଅବହେଲା ଯୋଗୁଁ ଏହି ଦୁର୍ଘଟଣା ହୋଇଛି । ଶୁଖିଲା ଗଛ କଟାଯାଇଥିଲେ ଏପରି ଅଘଟଣ ହୋଇନଥାନ୍ତା । ଆଗକୁ ଏପରି ଅଘଟଣ ହେଲେ ଦାୟୀ କିଏରହିବ ବୋଲି  ସାଧାରଣରେ ଚର୍ଚ୍ଚାହେଉଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *