Tuesday , August 3 2021
Breaking News
Home / ସ୍ୱାସ୍ଥ୍ୟ / କରୋନା ସଚେତନତା ରଥର ଶୁଭାରମ୍ଭ

କରୋନା ସଚେତନତା ରଥର ଶୁଭାରମ୍ଭ

ଜଗତସିଂହପୁର,୨୬/୧୨/୨୦୨୦(ଓଡ଼ିଶା ସମାଚାର)- ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ,ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ୟୁନିସେଫ ମିଳିତ ସହାୟତାରେ କୋଭିଡି ସଚେତନତା ରଥ ସାରା ଜିଲା ପରିକ୍ରମା କରିବ।ଶୁକ୍ରବାର ଜଗତସିଂହପୁର ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ପୌର କାର୍ୟ୍ୟାଳୟ ସମ୍ମୁଖରେ କୂତାମଚଣ୍ଡୀ ସଂକୀର୍ତନ କଳାକାର ମାନଙ୍କ ଦ୍ୱାରା କୋଭିଡ ସଚେତନତା କରାଯିବା ସହ ରଥର ଶୁଭାରମ୍ଭ ହୋଇଥିଲା।ଏହି କାର୍ୟ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ସୂଚନା ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, କବିତା ମୁର୍ମୁ,ଦିବାକର ପାତ୍ର,ଶାନ୍ତନୁ ସାହୂ,ମିର୍ଜା ଜାଫର ବେଗ,ଜିଲା କଳା ସଂସ୍କୃତି ସଂଘର ଉପସଭାପତି ଅଭୀମନ୍ୟୁ ନାୟକ,କୂତାମଚଣ୍ଡୀ ସଂକୀର୍ତ୍ତନ ମଣ୍ଡଳୀ ର ପରିଚାଳକ ନାରାୟଣ ସାହୁ ଓ ସାଥୀ ପ୍ରମୂଖ ଜନସଧାରଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୪୧ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୪୧ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *