Sunday , August 1 2021
Breaking News
Home / ରାଜନୀତି / କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ  କ୍ୟାଣ୍ଡେଲ ଶୋଭାଯାତ୍ରା 

କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ  କ୍ୟାଣ୍ଡେଲ ଶୋଭାଯାତ୍ରା 

 

କନ୍ଧମାଳ,୧୯/୦୭/୨୧(ଓଡିଶା ସମାଚାର/ ସଞ୍ଜୟ କୁମାର ପାଣିଗ୍ରାହୀ):  କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଅଘୋଷିତ ବିଦ୍ୟୁତକାଟ, ବିଦ୍ୟୁତ ଶୁଳ୍କବୄଦ୍ଧି ଓ ଲୋ-ଭୋଲ୍‌ଟେଜର ପ୍ରତିବାଦକରି ଫୁଲବାଣୀ ସହର ର ମାଦିକୁନ୍ଦା ଛକଠାରୁ ଇଲେକ୍ଟ୍ରି ଅଫିସ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୁବମୋର୍ଚ୍ଚା ସଭାପତି ଗୋଲକ ବିହାରୀ କହଁର, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଅଭୟ ପାତ୍ର, ଯୁବମୋର୍ଚ୍ଚା ଉପ ସଭାପତି ସୁଧାଂଶୁ ଗୁରୁ, କୁସୁମ ପ୍ରଧାନ, ମାନଭଞ୍ଜନ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜନ ଦାସ, ଚନ୍ଦ୍ରଶେଖର ନାୟକ, ଜଗନ୍ନାଥ ସାହୁ (ଟିକୁ), ଜିଲ୍ଲା ସାଧାରଣ ସମ୍ପାଦକ ଲିଙ୍ଗରାଜ ଦଳବେହେରା, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଭଗବାନ ମହାନ୍ତି, ବିଜେପି ଜିଲ୍ଲା ଉପସଭାପତି ରମେଶ ମହାନ୍ତି ଓ ଅଜିତ ପଟ୍ଟନାୟକ, ନଗର ସଭାପତି ସୁଶାନ୍ତ ମହାନ୍ତି, ରତନ ଚୌଧୁରୀ, ସ୍ମିତା ମହାନ୍ତିଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଓଡିଶା ସମାଚାର

About admin

Check Also

ବିଜୁ ମହିଳା ଜନତା ଦଳ କେନ୍ଦ୍ରାପଡା ଜିଲ୍ଲା କମିଟି ପୁନର୍ଗଠିତ

କେନ୍ଦ୍ରାପଡ଼ା,୨୮/୦୭/୨୦୨୧(ଓଡ଼ିଶା ସମାଚାର)-ବିଜୁ ମହିଳା ଜନତା ଦଳ କେନ୍ଦ୍ରାପଡା ଜିଲ୍ଲା କମିଟିକୁ ପୁନର୍ଗଠିତ କରାଯାଇଛି । ବିଜୁ ମହିଳା ଜନତା ଦଳର …

Leave a Reply

Your email address will not be published. Required fields are marked *