Friday , June 25 2021
Breaking News
Home / ବିଶେଷ / କନେଷ୍ଟବଳ ହାବିଲଦାର ସଙ୍ଘ ନିର୍ବାଚନ ନହେବାକୁ ନେଇ ଅସନ୍ତୋଷ

କନେଷ୍ଟବଳ ହାବିଲଦାର ସଙ୍ଘ ନିର୍ବାଚନ ନହେବାକୁ ନେଇ ଅସନ୍ତୋଷ

କେନ୍ଦ୍ରାପଡା, ୨୪/୦୧/୨୦୨୧(ଓଡ଼ିଶା ସମାଚାର)- ଜିଲ୍ଲା ପୋଲିସ କନେଷ୍ଟବଳ ହାବିଲଦାର ସଙ୍ଘର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଗତ ନଭେମ୍ବରମାସରୁ ଶେଷ ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ସଙ୍ଘର କର୍ମକର୍ତାଙ୍କ ନିର୍ବାଚନ ଅଦ୍ୟାବଧି ହୋଇନଥିବା ଅଭିଯୋଗ ହୋଇଛି । ନିୟମ ଅନୁଯାଇ ଅବଧି ସରିବାର ୧୫ଦିନ ପୂର୍ବରୁ ନିର୍ବାଚନ ପ୍ରକ୍ରୀୟା ଆରମ୍ଭ ହେବା କଥା । ସଙ୍ଘର ପ୍ରାକ୍ତନ ତଥା  କାମଚଳା ସଭାପତି ଏକ ପ୍ରଶିକ୍ଷଣରେ ଯୋଗଦେବାକୁ ଜିଲ୍ଲା ବାହାରକୁ ଯାଇଥିବା ବେଳେ ସଙ୍ଘର ନିର୍ବାଚନ ନହେବାକୁ ନେଇ ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *