Sunday , June 20 2021
Home / ତାଜା ଖବର / କଟକ ର ନିର୍ଦ୍ଧିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନ ରୁ ପୁଣି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ର ନିର୍ଦ୍ଧିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନ ରୁ ପୁଣି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ,୨୦/୦୩/୨୦୨୧(ଓଡ଼ିଶା ସମାଚାର)- କଟକ ର ନିର୍ଦ୍ଧିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନ ରୁ ପୁଣି ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସେହି ନିର୍ଦ୍ଧିଷ୍ଟ ଘରୋଇ ଶିକ୍ଷାନୁଷ୍ଠାନର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩ କୁ ବୃଦ୍ଧି ପାଇଛି । ସ୍କୁଲ କର୍ତୃପକ୍ଷ ସ୍କୁଲ କୁ ୧୦ ଦିନ ଛୁଟି କରିଦେଇଛନ୍ତି । ଏତେ ସଂଖ୍ୟକ ଆକ୍ରାନ୍ତ ଗୋଟିଏ ସ୍ଥାନରୁ ଚିହ୍ନଟ ହେବା ପରେ ତାହା ଚିନ୍ତା ବଢ଼ାଇ ଦେଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *