Tuesday , June 15 2021
Breaking News
Home / ବିଶେଷ / କଟକ ବଡ଼ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ ହୋଇ ଫୁଲବାଣୀ ଅଭିମୁଖେ ଜଗାକୁ ନିଆଗଲା

କଟକ ବଡ଼ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ ହୋଇ ଫୁଲବାଣୀ ଅଭିମୁଖେ ଜଗାକୁ ନିଆଗଲା

କଟକ,୨୨/୦୩/୨୦୨୧(ଓଡ଼ିଶା ସମାଚାର)-ଫୁଲବାଣୀର ଯୋଡ଼ାମୁଣ୍ଡ ଶିଶୁ ଜଗା ଆଜି କଟକ ବଡ଼ ଡ଼ାକ୍ତରଖାନାରୁ ଡ଼ିସଚାର୍ଜ ହୋଇ ଫୁଲବାଣୀ ଯାଇଛି । ଫୁଲବାଣୀରୁ ଆସିଥିବା ଦୁଇ ଜଣିଆ ଡ଼ାକ୍ତରୀ ଦଳ ସହିତ ଜଗାକୁ ଛଡ଼ାଯାଇଛି । ଏହି ଡ଼ାକ୍ତରୀ ଦଳ ସହ ୧୦୮ ଆମ୍ବୁଲାନ୍ସ ଯୋଗେ ଜଗାକୁ ଫୁଲବାଣୀ ହସପିଟାଲକୁ ନିଆଯାଇଛି । ସେଠାରେ ଏକ ସ୍ୱତନ୍ତ୍ର କ୍ୟବିନ୍ ରେ ରଖାଯାଇ ତାର ଚିକିତ୍ସା କରାଯିବ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *