Thursday , June 24 2021
Breaking News
Home / ତାଜା ଖବର / କଟକ ବଡ଼ ଡ଼ାକ୍ତରଖାନାରୁ ଫେରାର କୁଖ୍ୟାତ ଅପରାଧୀ ହାଇଦର ଗିରଫ

କଟକ ବଡ଼ ଡ଼ାକ୍ତରଖାନାରୁ ଫେରାର କୁଖ୍ୟାତ ଅପରାଧୀ ହାଇଦର ଗିରଫ

ଭୁବନେଶ୍ୱର, ୧୫/୦୪/୨୦୨୧(ଓଡ଼ିଶା ସମାଚାର)- ତେଲେଙ୍ଗାନା ପୋଲିସ ର ସହାୟତାରେ କଟକ ର ସ୍ୱତନ୍ତ୍ର ପୁଲିସ କଟକ ବଡ଼ ଡ଼ାକ୍ତରଖାନାରୁ ଚିକିତ୍ସା ବାହାନାରେ ସୁରକ୍ଷା କର୍ମୀଙ୍କୁ ନିଶା ନେଇ ଗତ ଶନିବାର ୧୦ ତାରିଖ ଦିନ ଫେରାର ହୋଇଯାଇଥିବା କେନ୍ଦ୍ରାପଡ଼ାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଗିରଫ କରିବାରେ ସଫଳ ହୋଇଛି । ଗୁରୁବାର ସନ୍ଧ୍ୟାରେ ତେଲେଙ୍ଗାନା ପୁଲିସ ସହାୟତାରେ ଗିରଫ କରାଯାଇଥିବା ପୋଳିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଖୁବ ଶୀଘ୍ର ତାକୁ ଓଡ଼ିଶା ଅଣାଯିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *