Sunday , June 20 2021
Home / ବିଶେଷ / କଟକରେ ଗଣେଶ ପୂଜା 

କଟକରେ ଗଣେଶ ପୂଜା 

 

ଗଣେଶ ପୂଜା ଅବସରରେ କଟକ ମହାନଦୀ ବିହାର ସ୍ଥିତ ସ୍ପୋଷ୍ଟିଂ ସ୍ପିରିଟ କ୍ଲବ ଆନୁକୁଲ୍ୟରେ ଗଣେଶ ପୂଜା  ପାଳନ କରା ଯାଇଛି ।ଏହି ଅବସରରେ ଶିଖରପୁର ଗଣ୍ଡରପୁର ମହାନଦୀବିହାର ପୂଜା କମିଟି ଗଣେଶ ପୂଜା ଅନୁଷ୍ଠିତ ହୋଇଛି ଏଥିରେ ମେଲୋଡି ଏବଂ ଭାଗବତ ପରାୟଣ କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *