Monday , June 14 2021
Breaking News
Home / ବିଶେଷ / କଂକ୍ରୀଟ ରାସ୍ତା ନିର୍ମାଣରେ ଦୁର୍ନିତୀ ଅଭିଯୋଗ

କଂକ୍ରୀଟ ରାସ୍ତା ନିର୍ମାଣରେ ଦୁର୍ନିତୀ ଅଭିଯୋଗ

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର ପଂଚାୟତର କୋରୁଆ ଗ୍ରାମରେ ଗୋପବନ୍ଧୁ ଗ୍ରାମୀଣ ବିକାଶ ଯୋଜନାରେ ଏକ ପୁରୁଣା କଂକ୍ରୀଟ ରାସ୍ତାକୁ ସାମାନ୍ୟ ମରାମତି କରି ଲକ୍ଷାଧିକ ଟଙ୍କା ହଡପ କରାଯାଇଥିବା ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଛି । ଅନନ୍ତ ଲେଙ୍କା,ଖଗେଶ୍ୱର ଦାସ,ନିର୍ମଳ ସାହୁ,ହରେକୃଷ୍ଣ ସାହୁ,ଗୈାରାଙ୍ଗ ଲେଙ୍କା, ଅନୀଲ ଦାସ ପ୍ରମୁଖ ଏହି ଅଭିଯୋଗ କରି ଦୁର୍ନୀତିର ତଦନ୍ତ ଦାବିକରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *