Wednesday , June 16 2021
Breaking News
Home / ବିଶେଷ / ଓଡିଶାରେ ଖୋଲିବ ଏନଡିଆରଏଫର ଉପକେନ୍ଦ୍ର

ଓଡିଶାରେ ଖୋଲିବ ଏନଡିଆରଏଫର ଉପକେନ୍ଦ୍ର

ଭୁବନେଶ୍ୱର,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ଓଡିଶାର ୩ ଟି ସ୍ଥାନରେ ଏନଡିଆରଏଫ୍ ର ସବ୍ ସେଂଟର ଖୋଲାଯିବ । ଉତର , ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଏହି ସବ୍ ସେଂଟର ଖୋଲାଯିବ । ଏହା ବ୍ୟତୀତ ଓଡିଶାରେ ଏକ ଡିଜାଷ୍ଟର ରେସପନ୍ସ ଗ୍ରୀଡ୍ କରାଯିବ ବୋଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *