Monday , June 21 2021
Breaking News
Home / ବିଶେଷ / ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ

 

ଭୁବନେଶ୍ୱର, ୧୯/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଚଳିତ ବର୍ଷର ଓଜେଇଇ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ରେଜଲ୍ଟ ପୁସ୍ତିକାକୁ ଆଇଟି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଉନ୍ମୋଚନ କରିଛନ୍ତି ।  ଏମବିଏ ରେ ପ୍ରଦୀପ କୁମାର କମ୍ପ ଟପର ହୋଇଥିବାବେଳେ ଏମସିଏ ରେ ସ୍ମିତାରାଣୀ ଚୌଧୁରୀ ଟପର ହୋଇଛନ୍ତି । ସେହିପରି ଏମଟେକ ରେ ପ୍ରଦୀପ କୁମାର ବାରିକ ଟପର ହୋଇଥିବାବେଳେ  ଏମଫାର୍ମା ରେ ଅତ୍ୟୁମାଲା ଚକ୍ରବର୍ତୀ ଟପର ହୋଇଥିବାବେଳେ ସମୀର କୁମାର ପାଢ଼ୀ ବି ଫାର୍ମାରେ ଟପର ହୋଇଛନ୍ତି । ଓଡ଼ିଶା ସମାଚାର

 

 

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *