Wednesday , August 4 2021
Breaking News
Home / ବିଶେଷ / ଏସ.ଇ.ଏସ. କିରେଇ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ମାନଙ୍କ ଅନଲାଇନରେ ବଂଧୁ ମିଳନ

ଏସ.ଇ.ଏସ. କିରେଇ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ମାନଙ୍କ ଅନଲାଇନରେ ବଂଧୁ ମିଳନ

କଟକ ୦୨/୦୭/୨୦୨୧(ଓଡ଼ିଶା ସମାଚାର)-  ସୁନ୍ଦରଗଡ ଇଂଞ୍ଜିନିଅରିଂ ସ୍କୁଲର ୧୯୯୮ ମସିହାର ପୁରାତନ ଛାତ୍ରଙ୍କ ଅନଲାଇନ ବୈଠକ ଅନୁଷ୍ଠାନ ହୋଇ   ଛାତ୍ର ଜୀବନର ସ୍ମୃତି ବଖାଣିବାସହ,କରୋନା ସମୟରେ ବିଭିନ୍ନ ସେଵାକାର୍ଯ୍ୟ,ସଚେତନତା ଉପରେ ଆଲୋଚନା କରାଯାଇ ସାମାଜିକ ସଂଗଠନ ଆଦର୍ଶ ଯୁବସଂଘ ଭାରତ ପକ୍ଷରୁ ଆଗାମୀ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇଥିଲା । ଡିପ୍ଲୋମା ମେକାନିକାଲ ଇଂଞ୍ଜିନିଅରିଂ ବିଭାଗର ସ୍ୱର୍ଗତ ଇଂ.ସୁରଜ ଛେତ୍ରୀଙ୍କ କରୋନା ଜନିତ ମୃତ୍ୟୁ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ବୈଠକରେ ଇଂ.ସଂଜୟ ପଟେଲ, ଇଂ.ବିନତ ନାୟକ, ଇଂ.ଉତ୍ତମ କୁମାର ପଟ୍ଟାୟତ, ଇଂ.ବିମଳେନ୍ଦୁ ଠାକୁର୍, ଇଂ.ପ୍ରଶାନ୍ତ କୁମାର ଗିରି, ଇଂ.ସଂଜୟ କୁମାର ବେହେରା, ଇଂ.ମାନସ ରଞ୍ଜନ ନନ୍ଦୀ, ଇଂ.ଶାନ୍ତନୁ ପରିଡ଼ା, ଇଂ.ସୁଶାନ୍ତ କୁମାର ଭୋଇ, ଇଂ.ନଳିନୀ ରଞ୍ଜନ ମନ୍ତ୍ରୀ, ଇଂ.ଶାଶ୍ଵତ  ରଥ ପ୍ରମୁଖ ବଂଧୁବର୍ଗ ଉପସ୍ଥିତଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *