Friday , June 18 2021
Breaking News
Home / ବିଶେଷ / ଏସ୍ ଟିଏଫ୍ କବଜାରେ ଦୁଇ ବନ୍ଧୁକ ବେପାରୀ – ୮ ବନ୍ଧୁକ ୨୦ ଗୁଳି ଜବତ

ଏସ୍ ଟିଏଫ୍ କବଜାରେ ଦୁଇ ବନ୍ଧୁକ ବେପାରୀ – ୮ ବନ୍ଧୁକ ୨୦ ଗୁଳି ଜବତ

ଭୁବନେଶ୍ୱର, ୧୦/୦୪/୨୦୨୧(ଓଡ଼ିଶା ସମାଚାର)-  କୌଣସି ବିଶେେ ସୂତ୍ରରୁ  ଖବର ପାଇ ଏସଟିଏଫଫ୍  ର  ଏକ ଟିମ୍  ନିଆଳି ଥାନା ଅଧୀନ ଶିଖର ଘାଟ ପୋଲ  ନିକଟରେ  ୨ ଜଣ ଯୁବକଙ୍କୁ  ଅଟକାଇ ଯାଞ୍ଚ କରିବାରୁ  ସେମାନଙ୍କଠାରୁ ୮ଟି ବନ୍ଧୁକ ମିଳିଛି । ୨ଟିପିସ୍ତଲ, ୬ଟି ଦେଶୀ ବନ୍ଧୁକ ଓ ୨୦ଟି ଗୁଳି ଜବତ କରାଯାଇଛି ।  ଦୁଇଯୁବକ  ହେଲେ ଜଗତସିଂହପୁର ର  କାଳିଆ ଓରଫ୍ ସୁରେଶ କୁମାର ଦାସ ଓ ସୌମ୍ୟରଞ୍ଜନ ଦଳାଇ। ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *