Sunday , June 20 2021
Home / ରାଜନୀତି / ଏସଭିଏମ୍ କଲେଜ ଦାୟିତ୍ୱରେ ଏବେ ଅମରେନ୍ଦ୍ରଙ୍କ ସ୍ଥାନରେ ସମ୍ବିତ ଦାୟିତ୍ୱ ନେଲେ

ଏସଭିଏମ୍ କଲେଜ ଦାୟିତ୍ୱରେ ଏବେ ଅମରେନ୍ଦ୍ରଙ୍କ ସ୍ଥାନରେ ସମ୍ବିତ ଦାୟିତ୍ୱ ନେଲେ

ଜଗତସିଂହପୁର, ୦୮/୦୭/୨୦୧୯ (ଓଡ଼ିଶା ସମାଚାର ଲିଲନପ୍ରଭା ପାଢ଼ୀ)-  ଜଗତସିଂହପୁର ଏସଭିଏମ୍ କଲେଜରେ ଦିର୍ଘଦିନ ହେବ ବିଜେଡି ଯୁବନେତା ଅମରେନ୍ଦ୍ର ଦାସ ଦାୟୀତ୍ୱରେ ଥିବା ସମୟରେ ଏବେ କଲେଜ ପରିଚାଳନା କମିଟି ସଭାପତି ତଥା ତିର୍ତୋଲ ବିଧାୟକ ବିଷ୍ଣୁ ଦାସ ଏକ ପତ୍ରରେ ଉଲ୍ଲେଖ କରି କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ଯେ ବର୍ତମାନ ଯୁବ ବିଜେଡି ର ଯୁବ ନେତା ଇଂ.ସମ୍ବିତ କୁମାର ଲେଙ୍କା ଙ୍କୁ କଲେଜ ର ସମସ୍ତ ଦାୟୀତ୍ୱ ଦିଆଗଲା ବୋଲି ଉଲ୍ଲେଖ କରିଛନ୍ତି ।ଇଂ.ସମ୍ବିତ୍ ଲେଙ୍କା ଜଣେ ଆଗଧାଡିର ଦକ୍ଷ ଯୁବ ସଂଗଠକ ଭାବେ ବେଶ ପରିଚିତ । ସେ ଆଗାମୀଦିନରେ କଲେଜର ବିଭିନ୍ନ ସମସ୍ୟା ତଥା ଜିଲ୍ଲାଏକ ନମ୍ବର କରିବେ ବୋଲି ମଧ୍ୟ ସମ୍ବିତ ସୂଚନା ପ୍ରଦାନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ନୟାଗଡ଼ରେ ଲୋମହର୍ଷଣକାରୀ ପରୀ ଘଟଣାର ପୁନରାବୃତି

ଶିଶୁ ଅଧିକାର କମିଶନ ଘଟଣାସ୍ଥଳକୁ ତଦନ୍ତ ପାଇଁ ଯିବାକୁ ସମାଜବାଦୀ ପାର୍ଟିର ଦାବି ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ନୟାଗଡ଼ ଜିଲ୍ଲାରେ ପରୀ …

Leave a Reply

Your email address will not be published. Required fields are marked *