Tuesday , June 15 2021
Breaking News
Home / ଶିକ୍ଷା / ଏଲଡ଼ିଆର ଡ଼ିଏଭିରେ ବନ ମହୋତ୍ସବ

ଏଲଡ଼ିଆର ଡ଼ିଏଭିରେ ବନ ମହୋତ୍ସବ

କଟକ, ୦୬/୦୭/୨୦୧୯ (ଓଡ଼ିଶା ସମାଚାର)- ଜୁଲାଇ ପହିଲାରୁ ଏକ ସପ୍ତାହ ଧରି ଲଜପତ ରାୟ ଡ଼ିଏଭି ପବ୍ଲିକ୍ ସ୍କୁଲରେ ବନ ମହୋତ୍ସବ ପାଳିତ ହେଉଛି । ବନ ମହୋତ୍ସବର ୧ମ ଦିନରେ ବିଦ୍ୟାଳୟର ଅଧ୍ୟକ୍ଷ ନୀରଂଜନ ସ୍ୱାଇଁ ଚାରା ରୋପଣର ଉପକାରିତା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଥିଲେ । ବିଦ୍ୟାଳୟ ପ୍ରାଙ୍ଗଣରେ ଚାରା ରୋପଣ କରି ପ୍ରତ୍ୟେକ ଛାତ୍ର ଛାତ୍ରୀଙ୍କୁ ଗୋଟିଏ ଚାରା ରୋପଣ ଓ ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ପରାମର୍ଶ ଦେଇଥିଲେ । ବନ ମହେତ୍ସବର ବିଭିନ୍ନ ଦିବସରେ ନାଟ୍ୟାଭିନୟ, ବକ୍ତୃତା ପ୍ରତିଯୋଗିତା,ଓଡ଼ିଶି ନୃତ୍ୟ ,ଚଳଚିତ୍ର ପ୍ରଦର୍ଶନୀ ର ଆୟୋଜନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *