Monday , June 14 2021
Breaking News
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ଶାଖାରେ ଜାତୀୟ ଯୁବ ଦିବସ ପାଳିତ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ବିଭିନ୍ନ ଶାଖାରେ ଜାତୀୟ ଯୁବ ଦିବସ ପାଳିତ

କଟକ, ୧୪/୦୧/୨୦୨୧ (ଓଡ଼ିଶା ସମାଚାର)- କଟକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ଜଗତସିଂହପୁର ଜିଲ୍ଲା ଉପକଣ୍ଠ ରଘୁନାଥପୁର ମଦନମୋହନ ମଠ ପରିସରରେ ଏବଂ କଟକ ସଦର ବ୍ଲକ ବିରିବାଟି ମା ତାରିଣୀ ମନ୍ଦିର ପ୍ରାଙ୍ଗଣରେ ମହାନ ଦେଶଭକ୍ତ ଆଧ୍ୟାତ୍ମିକ ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ  କରୋନା କଟକଣା ପାଳନ ପୂର୍ଵକ ନିରାଡ଼ମ୍ବରଭାବେ ପାଳିତ ହୋଇଯାଇଛି । ଏହି ଉତ୍ସବରେ  ଅତିଥିଭାବେ ବାବା ସୀତାରାମ ଦାସ୍ ମହାରାଜ,ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ ଯୋଗଦାନ କରିଥିବାବେଳେ ଯୁବ ସଂଗଠକ ରଘୁନାଥ ଚୌଧୁରୀ,ଅଶୋକ ଗୁରୁଜୀ,ବିଷ୍ଣୁ ଚରଣ ମାଦେଳୀ,ଚନ୍ଦନ ସେନାପତି,ପ୍ରଦୋଷ ଚୌଧୁରୀ,ଟୁଟୁ ଭୋଇ,ଗୁଲୁ ସେଠୀ,ସୁବାସ ଚନ୍ଦ୍ର ସେଠୀ,ଦେବବ୍ରତ ବରାଳ,ଚିତ୍ତରଞ୍ଜନ ସେଠୀ,ଦିଲ୍ଲୀପ ମିଶ୍ର, ଅମିୟ ବେହେରା,ସଂଜୟ ମଲ୍ଲିକ,ରତ୍ନାକର ପରିଡ଼ା,ଶରତ ମଲ୍ଲିକ,ଦୀପକ ପରିଡ଼ା,ଦୀପକ କୁମାର ବେହେରା,ସୁରେଶ ଜେନା, ସନାତନ ବେହେରା, ସନ୍ତୋଷ ଭୋଇ, ନିରଞ୍ଜନ ରାଉଳ,ପ୍ରଭାକର ନାୟକ,ସରୋଜ କାନ୍ତ ଦାଶ, ତ୍ରିଲୋଚନ ଜେନା, ବାବୁଲି ପାତ୍ର,କିଶୋର ମୁଦୁଲି, ଜଗନ୍ନାଥ ମହାନ୍ତ,ବିରୋଚନ ସରଙ୍ଗୀ,ବିନୋଦ ଦାସ,ବିପିନ ସାହୁ, ସୁଦର୍ଶନ ଜେନା ପ୍ରମୁଖ କାର୍ୟ୍ୟକର୍ତା ଉପସ୍ଥିତରହି ସ୍ଵାମୀଜୀଙ୍କ ମହାନତାର ସ୍ମୃତିଚାରଣ କରିଥିଲେ  । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *