Tuesday , June 15 2021
Breaking News
Home / ବିଶେଷ / ଆହତ ଗାଡ଼ି ଡ଼୍ରାଇଭର କରୋନା ପଜେଟିଭ : କ୍ୟାମ୍ପ ଅଂଚଳକୁ କଂଟେନମେଂଟ ଘୋଷଣା

ଆହତ ଗାଡ଼ି ଡ଼୍ରାଇଭର କରୋନା ପଜେଟିଭ : କ୍ୟାମ୍ପ ଅଂଚଳକୁ କଂଟେନମେଂଟ ଘୋଷଣା

ନିରାକାରପୁର, ୨୮/୦୬/୨୦୨୦(ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ଗୋଡ଼ିପଡ଼ା ଏଆଇପିଏଲ କମ୍ପାନୀରଏନଏଚ ସଂପ୍ରସାରଣ କାର୍ଯ୍ୟ କରୁଥିବା କ୍ୟାମ୍ପକୁ ଆଜି ଜିଲ୍ଲା ପ୍ରାଶସନ କରୋନା ପଜେଟିଭ ପାଇଁ ୭୨ ଘଂଟା ପାଇଁ କଂଟେନମେଂଟ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ କି ଉକ୍ତ କ୍ୟାମ୍ପରେ ରହି ଜଣେ ଡ଼୍ରାଇଭର ରାସ୍ତା କାର୍ଯ୍ୟ ପାଇଁ କମ୍ପାନୀ ଗାଡ଼ି ଚଳାଉଥିଲେ । ଗତ କିଛି ଦିନ ତଳେ ତାଙ୍କର କୈାଣସି ଜାଗାରେ ଦୁର୍ଘଟଣା ଘଟିବାରୁ ତାଙ୍କୁ ହସପିଟାଲକୁ ଚିକିତ୍ସା ପାଇଁ ନିଆଯିବା ପରେ ତାଙ୍କର ଗତକାଲି କରୋନା ପଜେଟିଭ ଚିହ୍ନଟ ହୋଇଥିଲା । ପରେ ଆଜି ଜିଲ୍ଲାପ୍ରଶାସନ ଓ ଜଙ୍କିଆ ପୋଲିସ ଗୋଡିପଡ଼ା କ୍ୟାମ୍ପ ଅଫିସ ଅଂଚଳକୁ ଯାଇ ୭୨ ଘଂଟା ପାଇଁ ଏହାକୁ ସିଲ କରି କଂଟେନମେଂଟ ଘୋଷଣା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *