Tuesday , June 15 2021
Breaking News
Home / ବିଶେଷ / ଆସିଛି ଅଗଷ୍ଟ ପନ୍ଦର – ମଧୁସୂଦନ ସାହୁ (ଅଗଷ୍ଟ ୧୫ ଉପଲକ୍ଷେ)

ଆସିଛି ଅଗଷ୍ଟ ପନ୍ଦର – ମଧୁସୂଦନ ସାହୁ (ଅଗଷ୍ଟ ୧୫ ଉପଲକ୍ଷେ)

ଅଗଷ୍ଟ ପନ୍ଦର ସ୍ୱାଧିନ ହୋଇ

ବିଦେଶ ହାତ ରୁ ଶାସନ ନେଇ

ଆମ ହାତେ ଆମ ଶାସନ ଦେଇ

ଛାଡି ଦେଇଗଲେ ଭାରତ ଭୂଇଁ

ଶାସନ କରଇ ଗୋରା ସରକାର

କେତେ ବାଧା ବିଘ୍ନ ନେଇ ଆମର

କେତେ ଠେଙ୍ଗା ମାଡ ଗୋଇଠା ଖାଇ

କେତେକ ରହିଲେ ଜେଳ ଯାଇ

କେତେ କେତେ ବୀର ଙ୍କ ଜୀବନ ଗଳା

ସତଚାଳିିଶ ମସିହା ରେ ସ୍ୱାଧିନ ହେଲା

ମହାତ୍ମା ଗାନ୍ଧୀ ବାଳ ଗଙ୍ଗାଧର ସୁବାଶ ତିଳକ

ତ୍ରିରଙ୍ଗା ପତକା ଆମରି ଟେକ

ବାସ୍ତରୀ ବରଷ ଆସି ପୂରିଲା

ହିନ୍ଦୁସ୍ତାନ ବୋଲି ନାମ ରଖିଲା

ଭାରତ ଭୂଇଁ ରେ ହୋଇ ଜନମ

ବରଷ କେ ଥରେ ବୋଳି ବୁ ନାମ

ଦେଶ କୁ ସୁରକ୍ଷା କରେ ଯବାନ

ଆହାର ଯୋଗାଇ ଥାଏ କିଶାନ

-୦-

ଅଶୁର୍ଲା,ବଙ୍ଗୋମୁଣ୍ଡା,ଜି.ବଲାଙ୍ଗିର – ମୋ-୯୯୩୭୬୦୯୨୮୬

About admin

Check Also

କୋଭିଡରେ ପ୍ରାଣ ହରାଇଥିବା ପିତାମାତାଙ୍କ ୩ ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କଲା ପ୍ରଶାସନ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)- କୋଭିଡରେ ପ୍ରାଣ ହରାଇଥିବା ପିତାମାତାଙ୍କ ୩ଟି ଅନାଥ ପିଲାଙ୍କୁ ସହାୟତା ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ …

Leave a Reply

Your email address will not be published. Required fields are marked *