Monday , June 21 2021
Breaking News
Home / ବିଶେଷ / ଆସନ୍ତା ୧୭ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତୀୟରିପୋର୍ଟ ପ୍ରଦାନ ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଆସନ୍ତା ୧୭ ତାରିଖ ସୁଦ୍ଧା ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତୀୟରିପୋର୍ଟ ପ୍ରଦାନ ପାଇଁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)-ଆସନ୍ତା ୧୭ ତାରିଖ ସୁଦ୍ଧା ଚଳିତ ଲଘୁଚାପ ଜନିତ ବର୍ଷା ଓ ବନ୍ୟା କ୍ଷୟକ୍ଷତି ସଂକ୍ରାନ୍ତୀୟ ରିପୋର୍ଟ ପ୍ରଦାନ କରିବା ପାଇଁସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)ଶ୍ରୀ ବିଷ୍ଣୁପଦ ସେଠୀ ୯ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କୋରାପୁଟ, କନ୍ଧମାଳ, ବଲାଙ୍ଗିର, କଳାହାଣ୍ଡି ଓ ସମ୍ବଲପୁର । ଏଥିରେ କ୍ଷୟକ୍ଷତି ହୋଇଥିବା ସ୍ଥାନ, ଚାଷ ଜମି, ଭାଙ୍ଗିଯାଇଥିବା ଘର, ନଷ୍ଟ ହୋଇଥିବା ବିଦ୍ୟୁତ ପୋଲ ଓ ଧୋଇ ଯାଇଥିବା ରାସ୍ତାର ଫଟୋ ପଠାଇବାକୁ ନିର୍ଦ୍ଦେଶରେ କୁହାଯାଇଛି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *