Sunday , June 20 2021
Home / ସ୍ୱାସ୍ଥ୍ୟ / ଆଲେନ୍ କୋଚିଂ ଇନଷ୍ଟିଚ୍ୟୁଟ କୁ ବିଏମସି ସିଲ କଲା

ଆଲେନ୍ କୋଚିଂ ଇନଷ୍ଟିଚ୍ୟୁଟ କୁ ବିଏମସି ସିଲ କଲା

ଭୁବନେଶ୍ୱର, ୨୮/୦୩/୨୦୨୧(ଓଡ଼ିଶା ସମାଚାର)- ରାଜଧାନୀରେ ଥିବା ଆଲେନ୍ କୋଚିଂ ଇନଷ୍ଟିଚ୍ୟୁଟ ରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଇନଷ୍ଟିଚ୍ରୁଟ କୁ ସିଲ କରାଯାଇଛି । ଆଲେନ୍ କୋଚିଂ ଇନଷ୍ଟିଚ୍ୟୁଟ ରେ ଅନଲାଇନ ରେ ଶିକ୍ଷା ଦିଆଯାଏ । କିନ୍ତୁ ହଷ୍ଟେଲ ର ଅନ୍ତେବାସୀମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଇନଷ୍ଟିଚ୍ୟୁଟ କୁ ସିଲ କରାଯାଇଛି । ସମସ୍ତ କର୍ମଚାରୀ ଓ ଶିକ୍ଷାନବିଶ ମାନଙ୍କ ର ପାୀକ୍ଷା କରାଯିବ । ଯେଉଁମାନଙ୍କର କରୋନା ଆକ୍ରାନ୍ତ ନେଇ ଚିହ୍ନଟ କରାଯିବ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ । ପରବର୍ତୀ ନିର୍ଦ୍ଧେଶ ପର୍ଯ୍ୟନ୍ତ ଏହି ଇନଷ୍ଟିଚ୍ୟୁଟ ବନ୍ଦ ରହିବ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *