Thursday , June 17 2021
Breaking News
Home / ବିଶେଷ / ଆର.ଜେ.ଏଜୁକେଶନାଲ ଇନଷ୍ଟିଚ୍ୟୁଟରେ ସରସ୍ବତୀ ପୂଜା ପାଳିତ

ଆର.ଜେ.ଏଜୁକେଶନାଲ ଇନଷ୍ଟିଚ୍ୟୁଟରେ ସରସ୍ବତୀ ପୂଜା ପାଳିତ

ବାଲିଗୁଡା, ୧୬/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଓ ତୁମୁଡ଼ିବନ୍ଧ ଠାରେ ଥିବା ଆର.ଜେ. ଏଜୁକେସନାଲ ଇନଷ୍ଟିଚ୍ୟୁଟରେ ବିଦ୍ୟାଦାତ୍ରୀ ମା’ ସରସ୍ଵତୀ ଦେବୀଙ୍କ ପୂଜାର୍ଚନା ଉତ୍ସବ ଅନୁଷ୍ଠାନର ସଭାପତି ଅଭିଜିତ ମିଶ୍ରଙ୍କ ନେତୃତ୍ୱରେ କୋରନା କଟକଣା ମଧ୍ୟରେ ସମ୍ପନ୍ନ ହୋଇଯାଇଛି । ଏହି ପୁଜାର୍ଚ୍ଚନାରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *