Thursday , June 24 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଆରିଅନ୍ ବାଙ୍କୁଏଟ ହଲ ଉଦଘାଟିତ 

ଆରିଅନ୍ ବାଙ୍କୁଏଟ ହଲ ଉଦଘାଟିତ 

ରଘୁନାଥପୁର, ୨୯/୦୧/୨୦୨୧(ଓଡ଼ିଶା ସମାଚାର)- ସୁଲଭ ମୂଲ୍ୟରେ ସେବା ଯୋଗାଇଦେବାର ପ୍ରତିଶୃତି ବଦ୍ଧତାରେ ଉଦଘାଟିତ ହୋଇଛି ଆରିଅନ୍ ବାଙ୍କୁଏଟ ହଲ । କଟକ ପାରାଦୀପ ରାଜରାସ୍ତାର ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ପଂଚାୟତ ନୂଆପଡ଼ା ଓମଫେଡ଼ ନିକଟରେ ଅବସ୍ଥିତ ଏହି ହଲକୁ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଉଦଘାଟନ କରିଥିବାବେଳେ ଏଠାରେ ବାର୍ଥ ଡ଼େ , ମିଟିଂ , ମ୍ୟାରେଜ୍ ଆଦି ପାର୍ଟି ସୁଲଭ ମୂଲ୍ୟରେ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରଘୁନାଥପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ରଜତ କୁମାର ପାତ୍ର, ଚିକିଣିଆର ପୂର୍ବତନ ସମିତି ସଭ୍ୟ ଚୌଧୁରୀ ଇନ୍ଦୁଭୁଷଣ ଲେଙ୍କା , ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟମୀ ରାଉତ, ତଅଁରା ସମିତି ସଭ୍ୟ ସଂଜୟ କୁମାର ସ୍ୱାଇଁ, ପାର୍ଥଶଖା ପାଲଟା ସିଂ, ପ୍ରଦୀପ୍ତ ମହାନ୍ତି , ତାପସ ମହାରଣା, ପ୍ରଭୁଦତ ମହାନ୍ତି , ମାନସ ନାୟକ, ବିଜନ ମହାପାତ୍ର,ଅଭୟ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦରର ପୁନର୍ବାର କିର୍ତୀମାନ ସ୍ଥାପନ – ୨୪ ଘଂଟାରେ ୩୦ ଜାହାଜ ପରିଚାଳନା

ପାରାଦ୍ୱୀପ,୩୧/୦୫/୨୦୨୧(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ …

Leave a Reply

Your email address will not be published. Required fields are marked *