Friday , June 18 2021
Breaking News
Home / ବିଶେଷ / ଆପେକ୍ସ ଆଙ୍ଗଲୋ ଆରବିଆ ସ୍କୁଲ ପରିସରରେ ଗଣ୍ଡଗୋଳ

ଆପେକ୍ସ ଆଙ୍ଗଲୋ ଆରବିଆ ସ୍କୁଲ ପରିସରରେ ଗଣ୍ଡଗୋଳ

କେନ୍ଦ୍ରାପଡା, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଟାଉନ ଥାନା ଅନ୍ତର୍ଗତ ରଣପଡା ସ୍ଥିତ ଆପେକ୍ସ ଆଙ୍ଗଲୋ ଆରବିଆ ସ୍କୁଲ ପରିସରରେ ଗତ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଟି ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଗଣ୍ଡଗୋଳକୁ ଆୟତ କରିବା ସହ ଘଟଣାସ୍ଥଳରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା ଦେଖାଯାଇଛି ।   ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *