Wednesday , August 4 2021
Breaking News
Home / ସ୍ୱାସ୍ଥ୍ୟ / ଆଜି କେନ୍ଦ୍ରାପଡ଼ା ଜିଲାରେ ୧୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ୧୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା, ୨୮/୦୬/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରୁ ଆଳି ବ୍ଲକ୍ ରେ ୧୧ ଜଣ, ଡ଼େରାବିଶି ବ୍ଲକ୍ ରେ ୧୯ ଜଣ, ଗରଦପୁର ବ୍ଲକ୍ ରେ ୬ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୩୧ ଜଣ, ମହାକାଳପଡ଼ା ବ୍ଲକ୍ ରେ ୭ ଜଣ, ମାର୍ଶାଘାଇ ବ୍ଲକ୍ ରେ ୧୨ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୩୨ ଜଣ, ରାଜକବିନା ବ୍ଲକ୍ ରେ ୬ ଜଣ, ରାଜନଗର ବ୍ଲକ୍ ରେ ୮ ଜଣ, କେନ୍ଦ୍ରାପଡ଼ା ମୁନିସପାଲିଟିରେ ୨ ଜଣ ଏହିପରି ମୋଟ ୧୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୪୧ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା,୦୧/୦୮/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୪୧ ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲା …

Leave a Reply

Your email address will not be published. Required fields are marked *