Tuesday , August 3 2021
Breaking News
Home / ତାଜା ଖବର / ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୨ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ

ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୨ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ

କେନ୍ଦ୍ରାପଡ଼ା, ୨୨/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି କେନ୍ଦ୍ରାପଡ଼ା ଜିଲାରେ ମୋଟ୍ ୧୧୨ଜଣ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଆଳି ବ୍ଲକ୍ ରେ ୭ ଜଣ, ଡ଼େରାବିଶ ବ୍ଲକ୍ ରେ ୨୧ ଜଣ, ଗରଦପୁର ବ୍ଲକ୍ ରେ ୨ ଜଣ, କେନ୍ଦ୍ରାପଡ଼ା ବ୍ଲକ୍ ରେ ୨୫ ଜଣ,ମହାକାଳପଡ଼ା ବ୍ଲକ୍ ରେ ୨ ଜଣ , ମାର୍ଶାଘାଇ ବ୍ଲକ୍ ରେ ୧୧ ଜଣ, ପଟ୍ଟାମୁଣ୍ଡାଇ ବ୍ଲକ୍ ରେ ୧୮ ଜଣ, ରାଜକନିକା ବ୍ଲକ୍ ରେ ୯ ଜଣ, ରାଜନଗର ବ୍ଲକ୍ ରେ ୬ ଜଣ, କେନ୍ଦ୍ରାପଡ଼ା ମୁନିସପାଲିଟି ରେ ୧୧ ଜଣ ଏହିପରି ମୋଟ୍ ୧୧୨ଜଣ ନୂତନ କରୋନା ସଂଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ , ୬୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୦୨/୦୮/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୧୦୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *