Sunday , June 20 2021
Home / ସ୍ୱାସ୍ଥ୍ୟ / ଆଉ ୬୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଆଉ ୬୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର, ୦୭/୧୨/୨୦୨୦ (ଓଡ଼ିଶା ସମାଚାର)- ଆଜି ରାଜ୍ୟରୁ ଆଉ ୬୦୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ  ମିଶାଇ  ମୋଟ୍ ୩୧୬୪୪୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୬୦୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ମୟୂରଭଞ୍ଜରୁ ୯୬ଜଣ, ନୂଆପଡ଼ାରୁ ୬୧ଜଣ, ସୁନ୍ଦରଗଡ଼ରୁ ୫୩ଜଣ, ଖୋର୍ଦ୍ଧାରୁ ୪୪ଜଣ, ଅନୁଗୁଳରୁ ୪୦ଜଣ, ସମ୍ବବଲପୁରରୁ ୩୬ଜଜଣ, କଟକରୁ ୩୧ଜଣ,ବରଗଡ଼ରୁ ୨୫ଜଣ, କେନ୍ଦୁଝରରୁ ୨୫ଜଣ, ପୁରୀରୁ ୨୫ଜଣ, ବାଲେଶ୍ବରରୁ ୧୯ଜଣ, କଳାହାଣ୍ଡିରୁ ୧୯ଜଣ, ଯାଜପୁରରୁ ୧୭ଜଣ, କେନ୍ଦ୍ରାପଡ଼ାରୁ ୧୬ଜଣ, ବଲାଙ୍ଗୀରରୁ ୧୫ଜଣ, ଜଗତସିଂହପୁରରୁ ୧୫ଜଣ, ଗଞ୍ଜାମରୁ ୧୧ଜଣ, କୋରାପୁଟରୁ ୯ଜଣ, ଝାରସୁଗୁଡ଼ାରୁ ୭ଜଣ, ଭଦ୍ରକରୁ ୫ଜଣ, ମାଲକାନଗିିରିରୁ  ୫ଜଣ, ଢ଼େଙ୍କାନାଳରୁ ୪ଜଣ, ସୋନପୁରରୁ ୪ଜଣ, ଦେଓଗଡ଼ରୁ ୩ଜଣ, ରାୟଗଡ଼ାରୁ ୩ଜଣ, ବୌଦ୍ଧରୁ ୨ଜଣ, ଗଜପତିରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, ନୟଗଡ଼ରୁ ୨ଜଣ, କନ୍ଧମାଳରୁ ୨ଜଣ ଏବଂ ଷ୍ଟେଟ ପୁଲରୁ ୧୦ଜଣ ରହିଛନ୍ତି। ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *