Sunday , June 20 2021
Home / Uncategorized / ଆଇପିଏସ ସ୍ତରରେ ବଦଳି – ବଦଳିଲେ ପୋଲିସ କମିଶନର

ଆଇପିଏସ ସ୍ତରରେ ବଦଳି – ବଦଳିଲେ ପୋଲିସ କମିଶନର

ଭୁବନେଶ୍ୱର,୧୯/୦୮/୨୦୧୯(ଓଡ଼ିଶା ସମାଚାର)- ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ବଦଳି କରିଛନ୍ତି । ସୁଧାଂଶୁ ଷଢ଼ଙ୍ଗୀ ପୋଲିସ କମିଶନର ହେଲେ । ସତ୍ୟଜିତ ମହାନ୍ତିଙ୍କୁ ଜେଲ ଏଡ଼ିଜି ଦାୟିତ୍ୱ ଦିଆଯାଇଛି । ସଂଜୀବ ପଣ୍ଡାଙ୍କୁ ପରିବହନ କମିଶନର ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ଆରପି କୋଚେ ଙ୍କୁ ଏଡ଼ିଜି ପୋଲିସ ଆଇନ ଶୃଙ୍ଖଳା ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଆସିଶ କୁମାର ସିଂହ ଙ୍କୁ ଡ଼ିଆଇଜି ସେଂଟ୍ରାଲ ରେଂଜ, ସାର୍ଥକ ସଢ଼ଙ୍ଗୀଙ୍କୁ ଏସପି ଭିଜିଲାନ୍ସ, ଭୁବନେଶ୍ୱର,ସୌମେନ୍ଦ୍ର ପ୍ରିୟଦର୍ଶିଙ୍କୁ ଆଇଜି ପୋଲିସ ପର୍ସୋନେଲ ଭାବେ ହିମାଂଶୁ ଲାଲ ଙ୍କୁ ଡ଼ିଆଇଜି ପୋଲିସ , ସମ୍ବଲପୁର ଠାରେ ଅବସ୍ଥାପିତ କରାଯାଇଛି । ଘନଶ୍ୟାମ ଉପାଧ୍ୟାୟଙ୍କୁ ଆଇଜି ଇଓଡ଼ବ୍ଲୁ, ଅମିତେନ୍ଦ୍ର ସିହ୍ନାଙ୍କୁ କ୍ରାଇମ ବଆଂଚ ଏଡ଼ିଜି , ଅମିତାଭ ଠାକୁର ଙ୍କୁ ଆଇଜି ଅପରେସନ ଭାବେ ନିଯୁକ୍ତିି ଦିଆଯାଇଥିବାବେଳେ ସତ୍ୟବ୍ରତ ଭୋଇଙ୍କୁ ଡ଼ିଆଇଜି ବ୍ରହ୍ମପୁର ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *