Thursday , June 17 2021
Breaking News
Home / ବିଶେଷ / ଅସହାୟ ମହିଳା ଓ ବରିଷ୍ଠ ନାଗରିକଙ୍କୁ ହିନ୍ଦୁସ୍ଥାନ କମ୍ପାନୀ ତରଫରୁ କମଳ ବଂଟନ

ଅସହାୟ ମହିଳା ଓ ବରିଷ୍ଠ ନାଗରିକଙ୍କୁ ହିନ୍ଦୁସ୍ଥାନ କମ୍ପାନୀ ତରଫରୁ କମଳ ବଂଟନ

 ନିରାକାରପୁର, ୧୧/୦୩/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ମଳିପଡ଼ାସ୍ଥିତ ହିନ୍ଦୁସ୍ଥାନ କମ୍ପାନୀ ତରଫରୁ ମଳିପଡ଼ା ବିଜେପି କାର୍ଯ୍ୟାଳୟ ପରିସରରେ ବିଜେପି ରାଜ୍ୟ କାର୍ଯ୍ୟକାରଣୀ ସଦସ୍ୟ କାଳୁ ଚରଣ ଖଣ୍ଡୟତରାୟଙ୍କ ଅଧ୍ୟକ୍ଷତାରେ  ରାଜ୍ୟ ବରିଷ୍ଠ  ବିଜେପି ନେତ୍ରୀ ସୋନାଲୀ ସାହୁ,ରଶ୍ମୀ ପଟ୍ଟନାୟକ ଓ ଏଚୟୁଆଇଏଲର ଜେନେରାଲ ମ୍ୟାନେଜର ତୁଷାର ବଳବନ୍ତରାୟଙ୍କ ମାଧ୍ୟମରେ ମଳିପଡ଼ା, ଚମ୍ପାଝର, ପାଟଣା ଓ ପାଣିଛତ୍ର ଆଦି ଗ୍ରାମର ଶତାଧିକ ବୃଦ୍ଧ ଓ ଅସହାୟ ବ୍ୟକ୍ତିମାନଙ୍କୁ ପ୍ରଗତି ଅନୁଷ୍ଠାନର ସହାୟତାରେ କମଳ ବଂଟନ କରାଯାଇଛି । ଶେଷରେ ତୁଷାରକାନ୍ତ ବଳବନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।  (ଗ୍ରୀଷ୍ମ ଦିନରେ କମଳ ବଂଟନ ? ? ) ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *