Tuesday , June 15 2021
Breaking News
Home / ବିଶେଷ / ଅସହାୟ ପରିବାରକୁ ସହାୟତା କଲେ ପଂଚାୟତ ସଭାପତି

ଅସହାୟ ପରିବାରକୁ ସହାୟତା କଲେ ପଂଚାୟତ ସଭାପତି

କେନ୍ଦ୍ରାପଡା,୧୦/୦୨/୨୦୨୧ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ପାଳକଣା ଗ୍ରାମର ଉମା ମଳିକଙ୍କ ଅସ୍ୱାଭାବିକ  ବିୟୋଗ ଖବର ପାଇ  କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନିର୍ଦେଶକ୍ରମେ କୋରୋ ପଂଚାୟତର ବିଜେଡି ସଭାପତି ଅଶୋକ କୁମାର ବରାଳ ମୃତ ମହିଳାଙ୍କ ଘରେ ପହଁଚି ସେହି ଅସହାୟ ପରିବାରକୁ ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ମୃତ ମହିଳାଙ୍କର ୪ଟି ଛୋଟପିଲା ସେମାନଙ୍କ ବୁଢିମା ନିକଟରେ ଅଛନ୍ତି । ଏହି ମହତ କାର୍ଯ୍ୟକୁ ଗ୍ରାମବାସୀମାନେ ପ୍ରସଂଶା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *