Friday , June 25 2021
Breaking News
Home / ବିଶେଷ / ଅଵକାରୀ ବିଭାଗ ର ସ୍ପେସାଲ ସ୍କୁଆଡ଼ ର ଚଢ଼ାଉ – ୧ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜାଇ ଜବତ

ଅଵକାରୀ ବିଭାଗ ର ସ୍ପେସାଲ ସ୍କୁଆଡ଼ ର ଚଢ଼ାଉ – ୧ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜାଇ ଜବତ

ନିଶ୍ଚିନ୍ତକୋଇଲି, ୨୬/୦୨/୨୦୨୧(ଓଡିଶାସମାଚାର/ଅଭୟ ଜେନା): ଆଜି  ଅବକାରୀ କମିଶନର ଙ୍କ ନିର୍ଦ୍ଧେଶ କ୍ରମେ  ସ୍ପେସାଲ ସ୍କୁଆଡ଼  ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ନତକାଇ ଗ୍ରାମପଞ୍ଚାୟତ ଏକରୁଖି ଗ୍ରାମର ଶରତ ଚନ୍ଦ୍ର ଲେଙ୍କା ଙ୍କ  ଘରୁ ୧ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜାଇ ଜବତ ହୋଇଛି ।ଏଥିରେ ଶରତ ଲେଙ୍କା ଙ୍କ ସମେତ ତାଙ୍କ ସହ ଯୋଗୀଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଏତେ ପରିମାଣର ଗଞ୍ଜାଇ କୋଉଠୁ ଆସିଲା ସେ ସମ୍ପର୍କ ରେ  ତଦନ୍ତ ଜରିରହିଛି। ଓଡିଶା ସମାଚାର

About admin

Check Also

ନବକୃଷ୍ଣ ଚୌଧୁରୀ ଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ  …

Leave a Reply

Your email address will not be published. Required fields are marked *