Monday , June 21 2021
Breaking News
Home / ବିଶେଷ / ଅଭିଯୋଗ ଶୁଣାଣିରେ ସୁଫଳ ମିଳୁନି

ଅଭିଯୋଗ ଶୁଣାଣିରେ ସୁଫଳ ମିଳୁନି

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ଡେରାବିଶ ବ୍ଲକ ଅନ୍ତର୍ଗତ ତିଲକପୁର ବିକାଶ ପରିଷଦ,ଚାନ୍ଦୋଳ,ଡାଳିଜୀ ଆଂଚଳିକ ଜନକଲ୍ୟାଣ ପରିଷଦ ପକ୍ଷରୁ ସାଧାରଣ ସମ୍ପାଦକ ରାଜକିଶୋର ଜେନା ଅଭିଯୋଗ କରିଥିଲେ ଯେ ବାରମ୍ବାର ଅଭିଯୋଗ ଆଣି ଆସୁଥିବା ଦରଖାସ୍ତକାରୀଙ୍କୁ ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଉନାହିଁ । ସଂପୃକ୍ତ ଅଧିକାରୀ ସମସ୍ୟାର କ’ଣ ସମାଧାନ କଲେ ତାହା ସେମାନଙ୍କୁ ଜଣାଇବା ଉଚିତ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *