Sunday , June 13 2021
Breaking News
Home / ବିଶେଷ / ଅନ୍ନପୂର୍ଣ୍ଣା ଙ୍କ ଦ୍ୱାଦଶାହ ସ୍ମୃତି ଚାରଣ 

ଅନ୍ନପୂର୍ଣ୍ଣା ଙ୍କ ଦ୍ୱାଦଶାହ ସ୍ମୃତି ଚାରଣ 

ଗରଦପୁର, ୧୩/୦୧/୨୦୨୧ (ଓଡ଼ିଶା ସମାଚାର)-ଗରଦପୁର ଅଂଚଳରେ ସୁ ପରିଚିତ ବିଜେପି ଦଳ ର ନେତା ଅମିୟ କୁମାର ପରିଜାଙ୍କ ମାତା ଅନ୍ନପୂର୍ଣ୍ଣା ଦେବୀଙ୍କ ୮୫ ବର୍ଷ ବୟସରେ ପରଲୋକ ହୋଇଥିଲା । ନଡ଼ିଆବରେଇସ୍ଥିତ ତାଙ୍କ ବାସ ଗୃହରେ ଆଜି ଅନ୍ନପୂର୍ଣ୍ଣାଙ୍କ ଦ୍ୱାଦଶାହ ସ୍ମୃତି ଚାରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍ମୃତି ଉତ୍ସବରେ ବିଶିଷ୍ଟ ସମାଜ ସେବୀ ତଥା ପ୍ରଧ୍ୟାପକ ଅଜୟ କୁମାର ରାଉତ ,ବିଜେପି ଦଳର ବରିଷ୍ଠ ନେତା ବିଜୟ ମହାପାତ୍ର , ବିଜେଡ଼ି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂଜୟ କୁମାର ଅଗ୍ରୱାଲା, ବିଧାୟକ ଅତନୁ ସବ୍ୟସାଚୀ ନାୟକ,ତହସିଲଦାର ଧରଣୀଧର ବେହେରା,ବିଡ଼ିଓ ରଂଜିତ କୁମାର ମଲିକ,ସାମ୍ବାଦିକ ନବଘନ ନାୟକ,ଜିଲାପରିଷଦ ସଦସ୍ୟ ସନ୍ତୋଷ କୁମାର ଜେନା,ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା,ପୂର୍ବତନ ଜିଲାପରିଷଦ ସଦସ୍ୟ ସନ୍ତୋଷ ମାହାଳୀ,ସରପଂଚ ଦିପିକା ପ୍ରିୟ ଦର୍ଶିନୀ, ପୂର୍ବତନ ସରପଂଚ ବିଭୁ ପ୍ରସାଦ ପରିଡ଼ା,ସମାଜସେବୀ ଶୈଳେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଅନ୍ନପୂର୍ଣ୍ଣାଦେବୀଙ୍କ ସ୍ମୃତି ଚାରଣ କରିଥିଲେ । ଅନ୍ନପୂର୍ଣ୍ଣାଙ୍କ ପୁଅ ଅମିୟ ଙ୍କ ସମେତ ଶ୍ରୀକାନ୍ତ, ଦେବ , ଭଂଜ , ପରିବାର ଓ ଶୁଭେଛୁମାନେ ସାମିଲ ହୋଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *