Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଅଣ୍ଢରା ମହାବୀର ମାର୍କେଟ ଉଛେଦ ନକରିବାକୁ ଦାବି

ଅଣ୍ଢରା ମହାବୀର ମାର୍କେଟ ଉଛେଦ ନକରିବାକୁ ଦାବି

କେନ୍ଦ୍ରାପଡା, ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଣ୍ଢରା ମହାବୀର ମାର୍କେଟକୁ ଉଛେଦ ନକରାଯିବାକୁ ଜିଲ୍ଲାପାଳଙ୍କ  ନିକଟରେ ଦାବି ହୋଇଛି । ସେହି ମାର୍କେଟ କମ୍ପେ୍ଲକ୍ସ ଉପରେ ୨୫ଜଣ ବେକାର ଯୁବକ,ଯୁବତୀ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାରୁ  ତାହାକୁ ଉଛେଦ ନକରିବାକୁ ଶରତ ଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ମଲ୍ଲିକ, ଭାଗ୍ୟରଞ୍ଜନ ମଲ୍ଲିକ, ଅରୁଣ ଦୋରା, ସନ୍ତୋଷ ମଲ୍ଲିକ, ସଞ୍ଜୀବ ନାୟକ, ଭାଷ୍କର ସାହୁ, ରବିନ୍ଦ୍ର ବାରିକ, ସତ୍ୟବ୍ରତ ସାହୁ ପ୍ରମୁଖ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *