Wednesday , August 4 2021
Breaking News
Home / ତାଜା ଖବର / ଅଟୋ-ବାଇକ୍ ଧକ୍କା, ୨ବାଇକ୍ ଆରୋହୀ ଗୁରୁତର

ଅଟୋ-ବାଇକ୍ ଧକ୍କା, ୨ବାଇକ୍ ଆରୋହୀ ଗୁରୁତର

ସାଲେପୁର ୨୨/୦୭/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା) – କଟକ-ସାଲେପୁର ରାସ୍ତାର ଭାତପଡ଼ା ସଅର ସାହି ନିକଟରେ ଏକ ଅଟୋ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସିତ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇଦେଇଥିବାବେଳେ ଏ ସଂପର୍କରେ ସାଲେପୁର ଥାନାରେ ଅଦ୍ୟାବଧି କୌଣସି ମାମଲା ରୁଜୁ ହୋଇନାହିଁ ।  ଅପର ପକ୍ଷରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଦୁଇଜଣ ମୋଟର ସାଇକେଲ୍ ଆରୋହୀଙ୍କ ପରିଚୟ ମିଳିନଥିବାବେଳେ ବାଇକ୍ ନଂ-ଓ.ଡି.୩୩ଏଚ୍. ୬୨୦୭ ହୋଇଥିବାବେଳେ ଅଟୋ ନଂଓ.ଆର.୦୫ଏ.ଡି.୨୩୯୫ ଜଣାଯାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ଦୁଇଟି ଗାଡ଼ିକୁ ପୋଲିସ ଜବତ କରିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ

ଭୁବନେଶ୍ୱର,୦୩/୦୮/୨୦୨୧(ଓଡ଼ିଶା ସମାଚାର)-  ଗଙ୍ଗନଗର ଅଂଚଳରେ ଘଟିଛି ଏକ ଅଭାବନୀୟଘଟଣା । ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କଲେ ସିକ୍ୟୁରିଟି …

Leave a Reply

Your email address will not be published. Required fields are marked *